ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନବରାତ୍ରୀ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 07 OCT 2021 11:08AM by PIB Bhubaneshwar

ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ସମସ୍ତଙ୍କୁ ନବରାତ୍ରୀର ଶୁଭେଚ୍ଛା । ଆସନ୍ତା କିଛି ଦିନ ଜଗତ ଜନନୀ ମାଙ୍କ ଆରାଧନାରେ ସମର୍ପିତ କରିବା ।

ନବରାତ୍ରୀ ସମସ୍ତଙ୍କ ଜୀବନରେ ସାମର୍ଥ୍ୟ, ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି ଆଣି ଦେଉ । https://t.co/f42HyGnUYM

ଆଜି ନବରାତ୍ରୀର ପ୍ରଥମ ଦିନ ଓ ଆମେ ମା ଶୈଳପୁତ୍ରୀଙ୍କୁ ପ୍ରାର୍ଥନା କରୁ । ତାଙ୍କୁ ସମର୍ପିତ ଏକ ସ୍ତୁତି . https://t.co/nzIVQUrWH8

SR



(Release ID: 1761807) Visitor Counter : 81