ପୋଷ୍ଟ କରାଯିବା ଦିନାଙ୍କ:
07 OCT 2021 11:08AM by PIB Bhubaneswar
ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସମସ୍ତଙ୍କୁ ନବରାତ୍ରୀର ଶୁଭେଚ୍ଛା । ଆସନ୍ତା କିଛି ଦିନ ଜଗତ ଜନନୀ ମା’ଙ୍କ ଆରାଧନାରେ ସମର୍ପିତ କରିବା ।
ନବରାତ୍ରୀ ସମସ୍ତଙ୍କ ଜୀବନରେ ସାମର୍ଥ୍ୟ, ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି ଆଣି ଦେଉ । https://t.co/f42HyGnUYM
ଆଜି ନବରାତ୍ରୀର ପ୍ରଥମ ଦିନ ଓ ଆମେ ମା ଶୈଳପୁତ୍ରୀଙ୍କୁ ପ୍ରାର୍ଥନା କରୁ । ତାଙ୍କୁ ସମର୍ପିତ ଏକ ସ୍ତୁତି . https://t.co/nzIVQUrWH8”
SR