ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ହେଲ୍‍ଥଗିରି ପୁରସ୍କାର ୨୧ ର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 02 OCT 2021 6:12PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହେଲ୍ଥଗିରି ପୁରସ୍କାର ୨୧ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଏକାଧିକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ମୁଁ ହେଲଥଗିରି ୨୧ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଉଛି ତୃଣମୂଳ ସ୍ତରର ପରିବର୍ତ୍ତନ ର୍ନିମାତା ମାନଙ୍କୁ ନିମୟିତ ସମ୍ମାନିତ କରିବାର ପାଇଁ ମୁଁ  ଇଣ୍ଡିଆଟୁଡେ ଗୋଷ୍ଠୀକୁ ପ୍ରଶଂସା କରିବାକୁ ଚାହେଁ, ସ୍ୱଚ୍ଛତା ହେଉ କିମ୍ବା ବର୍ତ୍ତମାନ ସ୍ୱାସ୍ଥ୍ୟସେବା ହେଉ, ପ୍ରତିବର୍ଷ ଅକ୍ଟୋବର ୨ତାରିଖରେ

କୋଭିଡ-୧୯ ବିଶ୍ୱ ମହାମାରୀ ମାଧ୍ୟମରେ ଅସାଧାରଣ ବ୍ୟକ୍ତି ଏବଂ ସଂଗଠନ ଏହି ଘଟଣାରୁ ଉଠି ମହାମାରୀ ବିରୋଧରେ ଲଢେଇକୁ ଦୃଢ କରିଥିଲେ

ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟକୁ ସମ୍ମାନ ଦେବା ଏବଂ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ହେଲ୍ଥଗିରି ପୁରସ୍କାର ୨୧ ହେଉଛି ଇଣ୍ଡିଆଟୁଡେ ଗୋଷ୍ଠି ଦ୍ୱାରା ଏକ ପ୍ରଶଂସନୀୟ କାର୍ଯ୍ୟ

HS


(ରିଲିଜ ଆଡି: 1760474) ପରିଦର୍ଶକ କାଉଣ୍ଟର : 215