ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କ୍ରିକେଟରେ ବିଜୟ ଏବଂ ରେକର୍ଡ ସଂଖ୍ୟକ ଟିକାକରଣ ପାଇଁ ଟିମ୍ ଇଣ୍ଡିଆକୁ ପ୍ରଶଂସା କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 06 SEP 2021 10:09PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟିମ୍ ଇଣ୍ଡିଆକୁ ପ୍ରଶଂସା କରିଛନ୍ତି  ।

ଭାରତ ଉଭୟ ଟିକାକରଣ ଅଭିଯାନ ଏବଂ କ୍ରିକେଟ ଖେଳରେ ମହତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ।

ଆଜି, ଗତ ୧୧ଦିନ ମଧ୍ୟରେ ତୃତୀୟ ଥର ପାଇଁ ଭାରତରେ ୧କୋଟିରୁ ଅଧିକ କରୋନା ଭ୍ୟାକ୍ସିନ ଦିଆଯାଇଛି।

କ୍ରିକେଟରେ ଭାରତ ଆଜି ଓଭାଲ ଠାରେ ଐତିହାସିକ ବିଜୟ ହାସଲ କରିଛି ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି:

ଟିକାକରଣ କ୍ଷେତ୍ରରେ ଏବଂ କ୍ରିକେଟ ଖେଳପଡିଆରେ ଆଜିର ଦିନଟି ଐତିହାସିକ ଥିଲା (ପୁଣି ଥରେ)  ।

ସବୁଥର ଭଳି # ଟିମ୍ ଇଣ୍ଡିଆର ବିଜୟ ହୋଇଛି ।

# ସମସ୍ତଙ୍କ ପାଇଁ ଟିକା, ମାଗଣାରେ ଟିକା ।

*****

NS / SLP


(ରିଲିଜ ଆଡି: 1752833) ପରିଦର୍ଶକ କାଉଣ୍ଟର : 215