ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଡବ୍ଲୁ୍ୟଏୟୁ୨୦ନାଇରୋବି୨୦୨୧ରେ ପଦକ ଜିତିଥିବା ଆଥଲେଟଙ୍କୁ ଶୁଭେଚ୍ଛା ଜଣାଇଲେ
प्रविष्टि तिथि:
23 AUG 2021 1:37PM by PIB Bhubaneshwar
ୱାର୍ଲଡ ଆଥଲେଟିକ୍ସ ଅଣ୍ଡର୍ ୨୦ ନାଇରୋବି-୨୦୨୧ରେ ପଦକ ଜିତିଥିବା ଆଥଲେଟମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
‘‘ଗତି ଓ ସଫଳତା ଊଦ୍ଧ୍ୱର୍ମୁଖୀ ହେଲା! ଡବ୍ଲୁ୍ୟଏୟୁ୨୦ନାଇରୋବି୨୧ରେ ୨ଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତି ଘରକୁ ଆଣିଥିବାରୁ ଆମର ଆଥଲେଟମାନଙ୍କୁ ଶୁଭେଚ୍ଛା । ଆଥଲେଟିକ୍ସ ସମଗ୍ର ଭାରତରେ ଲୋକପି୍ରୟତା ହାସଲ କରିବାରେ ଲାଗିଛି ଏବଂ ଆଗାମୀ ସମୟ ପାଇଁ ଏହା ଏକ ଭଲ ସଂକେତ । ଆମର କଠିନ ପରିଶ୍ରମୀ ଆଥଲେଟମାନଙ୍କୁ ଶୁଭକାମନା ।’’
SR
(रिलीज़ आईडी: 1748322)
आगंतुक पटल : 210
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam