ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଗଲ୍ଫ ଖେଳାଳି ଆଦିତ୍ୟ ଅଶୋକଙ୍କୁ ତାଙ୍କ ଦକ୍ଷତା ଏବଂ ଉନ୍ନତ ପ୍ରଦର୍ଶନ ପାଇଁ ପ୍ରଶଂସା କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 07 AUG 2021 11:18AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଲ୍ଫ ଖେଳାଳି ଆଦିତ୍ୟ ଅଶୋକଙ୍କୁ ଅଲିମ୍ପିକ୍ସରେ ଚମତ୍ମାର ପ୍ରଦର୍ଶନ ସମୟରେ ତାଙ୍କ ଦକ୍ଷତା ଏବଂ ସଂକଳ୍ପ ପାଇଁ ପ୍ରଶଂସା କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ଗଲ୍ପ ଖେଳାଳି ଆଦିତ୍ୟ, ଆପଣ ଟୋକିଓ ୨୦୨୦ ଅଲମ୍ପିକ୍ସରେ ଅତୁଳନୀୟ କୌଶଳ ଏବଂ ସଂକଳ୍ପ ଦେଖାଇଛନ୍ତି ଗୋଟିଏ ପଦକରୁ ଆପଣ ଅଳ୍ପକେ ବଞ୍ଚିତ ହୋଇଛନ୍ତି ସତ, କିନ୍ତୁ ଆପଣ ଯେ କୌଣସି ଭାରତୀୟଙ୍କଠାରୁ ଅଧିକ ଦୂରକୁ ଯାଇପାରିଛନ୍ତି ଏବଂ ଅତି ସୁନ୍ଦର ପ୍ରଦର୍ଶନ କରିଛନ୍ତି ଆପଣଙ୍କ ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା

 

HS


(ରିଲିଜ ଆଡି: 1743510) ପରିଦର୍ଶକ କାଉଣ୍ଟର : 230