ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଟୋକିଓ ଅଲମ୍ପିକ୍ସ ୨୦୨୦ରେ କୁସ୍ତିରେ ରୌପ୍ୟ ପଦକ ଜିତିଥିବା ରବି କୁମାର ଦହିୟାଙ୍କୁ ଶୁଭେଚ୍ଛା ଜଣାଇଲେ
ପୋଷ୍ଟ କରାଯିବା ଦିନାଙ୍କ:
05 AUG 2021 5:06PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲମ୍ପିକ୍ସ ୨୦୨୦ରେ କୁସ୍ତିରେ ରୌପ୍ୟ ପଦକ ଜିତିଥିବା ରବି କୁମାର ଦହିୟାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ଜଣେ ଅସାଧାରଣ କୁସ୍ତିଯୋଦ୍ଧା କହିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ରବି କୁମାର ଦହିୟା ଜଣେ ଅସାଧାରଣ କୁସ୍ତିଯୋଦ୍ଧା! ତାଙ୍କ ଲଢୁଆ ମନୋଭାବ ଓ ଦୃଢତା ଉଲ୍ଲେଖନୀୟ । #Tokyo2020ରେ ରୌପ୍ୟ ପଦକ ଜିତିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଉଛି । ତାଙ୍କ ସଫଳତାରେ ଭାରତ ଗର୍ବିତ ।”
SR
(ରିଲିଜ ଆଡି: 1742993)
ପରିଦର୍ଶକ କାଉଣ୍ଟର : 246
ଏହି ରିଲିଜ ପଢନ୍ତୁ :
English
,
Malayalam
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada