ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡାକ୍ତର ଦିବସରେ ସମସ୍ତ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 01 JUL 2021 9:52AM by PIB Bhubaneswar

ଡାକ୍ତର ଦିବସ ଅବସରରେ ସମସ୍ତ ଡାକ୍ତରମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଡାକ୍ତର ଦିବସ ଅବସରରେ ସମସ୍ତ ଡାକ୍ତରଙ୍କୁ ମୋର ଶୁଭେଚ୍ଛା । ଔଷଧ କ୍ଷେତ୍ରରେ ଭାରତର ପଦକ୍ଷେପ ପ୍ରଶଂସନୀୟ ଏବଂ ଏହା ଆମ ପୃଥିବୀକୁ ସୁସ୍ଥ ରଖିବାରେ ସହାୟକ ହୋଇଛି ।

କିଛି ଦିନ ପୂର୍ବେ ମୁଁ #ମନ କି ବାତର ଏକ ଅଧ୍ୟାୟରେ ଯାହା କହିଥିଲି ତାହା ଏଠାରେ ସେୟାର କରୁଛି” ।

 

**********

TRP/


(ରିଲିଜ ଆଡି: 1731936) ପରିଦର୍ଶକ କାଉଣ୍ଟର : 244