ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୋୟଲା ବୈଶାଖରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 15 APR 2021 9:03AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ତଥା ବିଶ୍ଵର କୋଣ ଅନୁକୋଣରେ ବସବାସ କରୁଥିବା ସମସ୍ତ ବଙ୍ଗୀୟମାନଙ୍କୁ ପୋୟଲା ବୈଶାଖ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟ୍ଵିଟ୍ କରିଶୁଭୋ ନବୋ ବର୍ଷୋ ଅଭିନନ୍ଦନ ଜଣାଇବା ସହିତ କହିଛନ୍ତି ଯେ,  “ଜୀବନର ପ୍ରେମ ଏବଂ ଉତ୍ସବ ପାଳନର ଉତ୍ସାହ ଯାହା ବଙ୍ଗୀୟ ଲୋକମାନେ ଅନୁଭବ କରନ୍ତି ତାହା ପ୍ରକୃତରେ ହୃଦୟସ୍ପର୍ଶୀ ପୋୟଲା ବୈଶାଖ ଅବସରରେ ଭାରତ ଏବଂ ସମଗ୍ର ବିଶ୍ୱରେ ବସବାସ କରୁଥିବା ବଙ୍ଗୀୟମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ନୂତନ ବର୍ଷ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ, ଏହାହିଁ ମୋର କାମନା

 

**********

TRP/

  


(ରିଲିଜ ଆଡି: 1712041) ପରିଦର୍ଶକ କାଉଣ୍ଟର : 166