ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଓଡିଆ ନୂଆ ବର୍ଷ ଏବଂ ମହା ବିଷୁବ ଓ ପଣା ସଂକ୍ରାନ୍ତି ଅବସରରେ ଓଡିଶାବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 14 APR 2021 9:05AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଆ ନୂଆ ବର୍ଷ ଏବଂ ମହା ବିଷୁବ ଓ ପଣା ସଂକ୍ରାନ୍ତି ଅବସରରେ ଓଡିଶାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ, ଶ୍ରୀ ମୋଦୀ ସମସ୍ତଙ୍କୁ “ପବିତ୍ର ଓଡିଆ ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ସହିତ ଲେଖିଛନ୍ତି ଯେ, “ଓଡିଶାର ଜନସାଧାରଣଙ୍କୁ ଓଡିଆ ନୂଆ ବର୍ଷ ଏବଂ ମହା ବିଷୁବ ଓ ପଣା ସଂକ୍ରାନ୍ତି ଅବସରରେ ମୋର ହାର୍ଦ୍ଦିକ ଶୁଭକାମନା । ଆଗାମୀ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ । ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଖୁସି ପାଇଁ ପ୍ରାର୍ଥନା କରୁଛି ” ।

 

**********

TRP/

 


(रिलीज़ आईडी: 1711728) आगंतुक पटल : 235
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam