ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-19 ଟିକାର 100 ମିଲିୟନ ଡୋଜ ଦେବାରେ ଭାରତ ଦ୍ରୁତତମ ଦେଶ

प्रविष्टि तिथि: 10 APR 2021 9:02PM by PIB Bhubaneshwar

କୋଭିଡ-19 ଟିକାର 100 ମିଲିୟନ ଡୋଜ ଦେବାରେ ଭାରତ ହେଉଛି ବିଶ୍ୱର ଦ୍ରୁତତମ ଦେଶ । ଭାରତ 85 ଦିନରେ ଏହି ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବେଳେ ଆମେରିକା ଏବଂ ଚୀନ ଯଥାକ୍ରମେ 89102 ଦିନରେ ଏହି ସଫଳତାର ମାଇଲଖୁଣ୍ଟରେ ପହଞ୍ଚିଥିଲେ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ଵିଟ୍ କରିଛନ୍ତି-

ସବିଶେଷ ତଥ୍ୟ ସହିତ ଏକ ସୁସ୍ଥ ଏବଂ କୋଭିଡ-19 ମୁକ୍ତ ଭାରତ ସୁନିଶ୍ଚିତ କରିବାର ପ୍ରୟାସକୁ ମଜବୁତ କରିବା

 

**********
 

TRP/


(रिलीज़ आईडी: 1710994) आगंतुक पटल : 290
इस विज्ञप्ति को इन भाषाओं में पढ़ें: Tamil , Telugu , Malayalam , English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Kannada