ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କଥକଲି ସଙ୍ଗୀତାଚାର୍ଯ୍ୟ ଗୁରୁ ଚେମାଞ୍ଚେରୀ କୁହ୍ନିରମଣ ନାୟରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
Posted On:
15 MAR 2021 4:51PM by PIB Bhubaneshwar
କଥକଲି ସଙ୍ଗୀତାଚାର୍ଯ୍ୟ ଗୁରୁ ଚେମାଞ୍ଚେରୀ କୁହ୍ନିରମଣ ନାୟରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକଟ କରିଛନ୍ତି ।
ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “କଥକଲି ସଙ୍ଗୀତାଚାର୍ଯ୍ୟ ଗୁରୁ ଚେମାଞ୍ଚେରୀ କୁହ୍ନିରମଣ ନାୟରଙ୍କ ବିୟୋଗରେ ମର୍ମାହତ । ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକତା ପ୍ରତି ତାଙ୍କର ଉତ୍ସାହ ଥିଲା କିମ୍ବଦନ୍ତୀ । ଆମର ଶାସ୍ତ୍ରୀୟ ନୃତ୍ୟରେ ଆଗାମୀ ପ୍ରତିଭାକୁ ବୃଦ୍ଧି କରାଇବା ଦିଗରେ ସେ ଅତୁଳନୀୟ ପ୍ରୟାସ କରିଥିଲେ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି” ।
**********
TRP/
(Release ID: 1704967)
Visitor Counter : 250
Read this release in:
English
,
Urdu
,
Hindi
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam