ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଜିର ଆତ୍ମନିର୍ଭର ଭାରତ ପ୍ୟାକେଜ ସମାଜର ସମସ୍ତ ବର୍ଗଙ୍କୁ ସହାୟକ ହେବ : ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 12 NOV 2020 9:55PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆଜିର ଆତ୍ମନିର୍ଭର ଭାରତ ପ୍ୟାକେଜ ସମାଜର ସମସ୍ତ ବର୍ଗଙ୍କୁ ସାହାଯ୍ୟ କରିବା ଦିଗରେ ସରକାରଙ୍କ କ୍ରମାଗତ ଉଦ୍ୟମ ।

ଏକ ଟ୍ଵିଟରେ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆଜିର ଆତ୍ମନିର୍ଭର ଭାରତ ପ୍ୟାକେଜ ସମାଜର ସମସ୍ତ ବର୍ଗକୁ ସାହାଯ୍ୟ କରିବା ପାଇଁ ଆମର ଏକ ଉଦ୍ୟମ । ଏହି ପଦକ୍ଷେପଗୁଡିକ ନିଯୁକ୍ତି ସୃଷ୍ଟି କରିବା ସହ ଚାପଗ୍ରସ୍ତ କ୍ଷେତ୍ରଗୁଡିକରେ ସୁଧାର ଆଣିବ । ଏଥି ସହିତ ଉତ୍ପାଦନ ବୃଦ୍ଧି, ରିଅଲ ଇଷ୍ଟେଟ କ୍ଷେତ୍ରର ବିକାଶ ଏବଂ କୃଷକମାନଙ୍କୁ ସହାୟତା ପ୍ରଦାନ କରିବ ।

 

**********


(ରିଲିଜ ଆଡି: 1672464) ପରିଦର୍ଶକ କାଉଣ୍ଟର : 274