ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆମେରିକା ସାଂସଦ ଜନ ଲୁଇସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 19 JUL 2020 12:58PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମେରିକା ସାଂସଦ ଜନ ଲୁଇସଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ନାଗରିକ ଅଧିକାର, ଅହିଂସା ଏବଂ ଗାନ୍ଧିବାଦୀ ମୂଲ୍ୟର ଏକ ଅଗ୍ରଣୀ କର୍ଣ୍ଣଧାର ଆମେରିକାର ସାଂସଦ ଜନ ଲୁଇସଙ୍କ ବିୟୋଗରେ ଶୋକ ବ୍ୟକ୍ତି କରୁଛିନାଗରିକ ଅଧିକାର ଏବଂ ମୂଲ୍ୟବୋଧ ପାଇଁ ତାଙ୍କର ପ୍ରଚେଷ୍ଟା ଆମକୁ ସର୍ବଦା ପ୍ରେରଣା ଯୋଗାଇବ ।

 

**********


(रिलीज़ आईडी: 1639846) आगंतुक पटल : 245
इस विज्ञप्ति को इन भाषाओं में पढ़ें: Telugu , Malayalam , English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Kannada