ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav AI Impact Summit 2026

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ୍ କଲେ ଗୁଗୁଲ୍ ସିଇଓ

ପୋଷ୍ଟ କରାଯିବା ଦିନାଙ୍କ: 18 FEB 2026 1:42PM by PIB Bhubaneswar

ଗୁଗୁଲର ସିଇଓ ଶ୍ରୀ ସୁନ୍ଦର ପିଚାଇ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ୍ କରିଥିଲେ।

 

ଏକ୍ସ ରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:

 

ଦିଲ୍ଲୀରେ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଶ୍ରୀ ସୁନ୍ଦର ପିଚାଇଙ୍କୁ ସାକ୍ଷାତ କରିବା ଅତ୍ୟନ୍ତ ଆନନ୍ଦଦାୟକ ଥିଲା।

 

ଦିଲ୍ଲୀରେ ଏଆଇ ଇମ୍ପାକ୍ଟ ସମିଟ୍‌ ଅବସରରେ ଶ୍ରୀ ସୁନ୍ଦର ପିଚାଇଙ୍କ ସହିତ ସାକ୍ଷାତ୍ କରି ଅତ୍ୟନ୍ତ ଆନନ୍ଦ ଅନୁଭବ କଲିଭାରତ ଏଆଇ କ୍ଷେତ୍ରରେ କରୁଥିବା କାମ ଏବଂ ଏହି କ୍ଷେତ୍ରରେ ଆମର ପ୍ରତିଭାଶାଳୀ ଛାତ୍ର ଓ ବୃତ୍ତିଗତମାନଙ୍କ ସହିତ ଗୁଗୁଲ୍‌ କିପରି କାମ କରିପାରିବ ସେ ବିଷୟରେ ଆଲୋଚନା କଲୁ।

 

*****

MT


(ରିଲିଜ ଆଡି: 2248835) ପରିଦର୍ଶକ କାଉଣ୍ଟର : 21