ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରାକୃତିକ କୃଷି ଉପରେ ନିଜର ବିଚାର ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
03 DEC 2025 2:47PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲିଙ୍କଡିନ୍ ପୋଷ୍ଟରେ ତାଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧରେ ପ୍ରାକୃତିକୃଷି ଉପରେ ନିଜର ବିଚାର ବ୍ୟକ୍ତ କରିଛନ୍ତି। "ଦୁଇ ସପ୍ତାହ ପୂର୍ବରୁ, ମୁଁ କୋଏମ୍ବାଟୁରରେ ପ୍ରାକୃତିକ କୃଷି ଉପରେ ଏକ ଶିଖର ସମ୍ମିଳନୀରେ ଥିଲି, ଯାହା ମୋ ମନରେ ଏକ ସ୍ଥାୟୀ ଛାପ ଛାଡ଼ିଥିଲା। ଏହି ଲିଙ୍କଡିନ୍ ପୋଷ୍ଟରେ ଏହା ଉପରେ କିଛି ବିଚାର ବ୍ୟକ୍ତ କରି ସମଗ୍ର ଭାରତର ଲୋକଙ୍କୁ ପ୍ରାକୃତିକ ଚାଷ ବୃଦ୍ଧି କରିବାକୁ ଏକ ସ୍ପଷ୍ଟ ଆହ୍ୱାନ ଦେଇଛି । ଦେଖନ୍ତୁ ", ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ 'ଏକ୍ସ ‘ରେ ପୋଷ୍ଟ କରିଛନ୍ତି:
"ଦୁଇ ସପ୍ତାହ ପୂର୍ବରୁ, ମୁଁ କୋଏମ୍ବାଟୁରରେ ପ୍ରାକୃତିକ କୃଷି ଉପରେ ଏକ ଶିଖର ସମ୍ମିଳନୀରେ ଥିଲି, ଯାହା ମୋ ମନରେ ଏକ ସ୍ଥାୟୀ ଛାପ ଛାଡ଼ିଥିଲା। ଏହି ଲିଙ୍କଡିନ୍ ପୋଷ୍ଟରେ ଏହା ଉପରେ କିଛି ବିଚାର ବ୍ୟକ୍ତ କରି ସମଗ୍ର ଭାରତର ଲୋକଙ୍କୁ ପ୍ରାକୃତିକ ଚାଷ ବୃଦ୍ଧି କରିବାକୁ ଏକ ସ୍ପଷ୍ଟ ଆହ୍ୱାନ ଦେଇଛି । ଦେଖନ୍ତୁ "
https://linkedin.com/pulse/india-natural-farmingthe-way-ahead-narendra-modi-6mquf/
@LinkedIn
HS
(ରିଲିଜ ଆଡି: 2198918)
ପରିଦର୍ଶକ କାଉଣ୍ଟର : 26
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam