ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

‘ମେକ୍ ଇନ୍ ଇଣ୍ଡିଆ’ ପ୍ରୋତ୍ସାହନ ସହିତ ଗତିଶୀଳ ଔଦ୍ୟୋଗିକ ଆଧାର ତଥା ବ୍ୟସ୍ତ ପୂର୍ବ-ପଶ୍ଚିମ ବାଣିଜ୍ୟ ମାର୍ଗର ବନ୍ଦରଗୁଡ଼ିକର ଆଧୁନିକୀକରଣ. ଯାନ୍ତ୍ରିକୀକରଣ ଏବଂ ଡିଜିଟାଲୀକରଣ ପ୍ରଚେଷ୍ଟା ସମ୍ପର୍କିତ ଏକ ପ୍ରବନ୍ଧକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 23 OCT 2025 12:36PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଲିଖିତ ଏକ ପ୍ରବନ୍ଧ ସେୟାର କରିଛନ୍ତି । ଏଥିରେ ବର୍ଣ୍ଣନା କରାଯାଇଛି, କିଭଳି ‘ମେକ୍ ଇନ୍ ଇଣ୍ଡିଆ’ ପ୍ରୋତ୍ସାହନ ସହିତ ଗତିଶୀଳ ଔଦ୍ୟୋଗିକ ଆଧାର ତଥା ବ୍ୟସ୍ତ ପୂର୍ବ-ପଶ୍ଚିମ ବାଣିଜ୍ୟ ମାର୍ଗର ବନ୍ଦରଗୁଡ଼ିକର ଆଧୁନିକୀକରଣ. ଯାନ୍ତ୍ରିକୀକରଣ ଏବଂ ଡିଜିଟାଲୀକରଣ ପ୍ରଚେଷ୍ଟା ଦେଶକୁ ଅନନ୍ୟ ଲାଭ ପ୍ରଦାନ କରୁଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଦ୍ୱାରା ଏକ୍ସ ରେ ହୋଇଥିବା ପୋଷ୍ଟ ର ପ୍ରତିକ୍ରିୟାରେ ଶ୍ରୀ ମୋଦୀ କହିଛନ୍ତି;

“ନିଶ୍ଚିତ ପଢ଼ିବା ଭଳି ପ୍ରବନ୍ଧରେ କେନ୍ଦ୍ରମନ୍ତ୍ରୀ @sarbanandsonwal ବର୍ଣ୍ଣନା କରିଛନ୍ତି କି, କିପରି ‘ମେକ୍ ଇନ୍ ଇଣ୍ଡିଆ’ ପ୍ରୋତ୍ସାହନ ସହିତ ଗତିଶୀଳ ଔଦ୍ୟୋଗିକ ଆଧାର ତଥା ବ୍ୟସ୍ତ ପୂର୍ବ-ପଶ୍ଚିମ ବାଣିଜ୍ୟ ମାର୍ଗର ବନ୍ଦରଗୁଡ଼ିକର ଆଧୁନିକୀକରଣ. ଯାନ୍ତ୍ରିକୀକରଣ ଏବଂ ଡିଜିଟାଲୀକରଣ ପ୍ରଚେଷ୍ଟା ଦେଶକୁ ଅନନ୍ୟ ଲାଭ ପ୍ରଦାନ କରୁଛି ।

ଭାରତର ଜାହାଜ ନିର୍ମାଣ ଏବଂ ସାମୁଦ୍ରିକ ଇକୋସିଷ୍ଟମକୁ ପୁନର୍ଜୀବିତ କରିବା ପାଇଁ ସରକାରଙ୍କ ୮ ବିଲିଅନ ଡଲାରର ପ୍ୟାକେଜ କେବଳ ସାମାନ୍ୟ ବଜେଟ ନୁହେଁ, ବରଂ ମହତ୍ୱାକାଂକ୍ଷାର ଏକ ସଂକେତ ବୋଲି ସେ ରେଖାଙ୍କିତ କରିଛନ୍ତି ।”

SR


(Release ID: 2182458) Visitor Counter : 3