ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନେପାଳର ବୈଦେଶିକ ମନ୍ତ୍ରୀ ଡକ୍ଟର ଆରଜୁ ରାଣା ଦେଉବା ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଡକ୍ଟର ଦେଉବାଙ୍କୁ ଭାରତରେ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଯେ ଭାରତ ଏବଂ ନେପାଳ ମଧ୍ୟରେ ବିକାଶ ସହଭାଗୀତା ଗତିଶୀଳ ହେବ।
ପୋଷ୍ଟ କରାଯିବା ଦିନାଙ୍କ:
19 AUG 2024 9:48PM by PIB Bhubaneswar
ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି:
"ନେପାଳର ବୈଦେଶିକ ମନ୍ତ୍ରୀ @Arzuranadeubaଙ୍କୁ ସ୍ୱାଗତ କରି ବହୁତ ଖୁସି। ଭାରତ ଏବଂ ନେପାଳ ଘନିଷ୍ଠ ସାଂସ୍କୃତିକ ସମ୍ପର୍କ ସହିତ ଏକ ପ୍ରଗତିଶୀଳ ଏବଂ ବହୁମୁଖୀ ସହଭାଗୀତା ମଧ୍ୟ ବହନ କରନ୍ତି। ଆମେ ଆଶା କରୁଛୁ ଯେ ଆମର ବିକାଶ ସହଭାଗୀତା ଗତିଶୀଳ ହେବ।"
*****
SPD
(ରିଲିଜ ଆଡି: 2173394)
ପରିଦର୍ଶକ କାଉଣ୍ଟର : 27
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam