ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିଏସଏନଏଲର ୪ଜି ଷ୍ଟାକକୁ ସ୍ୱଦେଶୀ ଭାବନାର ପ୍ରତୀକ ଭାବେ ବର୍ଣ୍ଣନା କରିଥିବା ପ୍ରବନ୍ଧକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
Posted On:
27 SEP 2025 10:22AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ପ୍ରବନ୍ଧ ସେୟାର କରିଛନ୍ତି, ଯେଉଁଥିରେ ବିଏସଏନଏଲର ୪ଜି ଷ୍ଟାକକୁ ସ୍ୱଦେଶୀ ଭାବନାର ପ୍ରତୀକ ଭାବେ ବର୍ଣ୍ଣନା କରାଯାଇଛି ।
ଏକ୍ସରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆଙ୍କ ଦ୍ୱାରା ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ କହିଛନ୍ତି;
“କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆ @JM_Scindia ବର୍ଣ୍ଣନା କରିଛନ୍ତି, କିପରି @BSNLCorporate's ବିଏସଏନଏଲ ୪ଜି ଷ୍ଟାକ ସ୍ୱଦେଶୀ ଭାବନାର ପ୍ରତୀକ । ୨.୨ କୋଟି ଭାରତୀୟଙ୍କୁ ଯୋଡ଼ୁଥିବା ୯୨,୦୦୦ ରୁ ଅଧିକ କେନ୍ଦ୍ର ସହିତ ଏହା ଭାରତର ‘ନିର୍ଭରତା ରୁ ଆତ୍ମବିଶ୍ୱାସ ଆଡ଼କୁ ଯାତ୍ରା’ କୁ ଦର୍ଶାଉଛି । ଯାହାକି ଆୟ, ରପ୍ତାନୀ, ରାଜକୋଷ ପୁନରୁଦ୍ଧାରକୁ ବୃଦ୍ଧି କରୁଛି ଏବଂ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ଆଗେଇ ନେଉଛି ।”
SR
(Release ID: 2172289)
Visitor Counter : 2
Read this release in:
Marathi
,
English
,
Urdu
,
Hindi
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam