ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଫଳାଫଳର ତାଲିକା: ଆବୁଧାବୀର ଯୁବରାଜ ଏଚ୍‌ଏଚ୍‌ ଖାଲିଦ ବିନ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କ ସରକାରୀ ଭାରତ ଗସ୍ତ

ପୋଷ୍ଟ କରାଯିବା ଦିନାଙ୍କ: 09 SEP 2024 7:03PM by PIB Bhubaneswar
  1. ବାରକାହ ନ୍ୟୁକ୍ଲିୟାର୍ ପାୱାର୍ ପ୍ଲାଣ୍ଟର ଅପରେସନ୍‌ ଏବଂ ରକ୍ଷାଣାବେକ୍ଷଣ କ୍ଷେତ୍ରରେ ଏମିରେଟସ୍‌ ନ୍ୟୁକ୍ଲିୟାର୍ ଏନର୍ଜି କମ୍ପାନୀ (ENEC) ଏବଂ ନ୍ୟୁକ୍ଲିୟାର୍ ପାୱାର୍ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (NPCIL) ମଧ୍ୟରେ ଏକ ବୁଝାମଣାପତ୍ର (MoU)
  2. ଆବୁଧାବୀ ନ୍ୟାସନାଲ୍ ଓଇଲ୍ କମ୍ପାନୀ (ADNOC) ଏବଂ ଇଣ୍ଡିଆନ୍ ଓଇଲ୍ କର୍ପୋରେସନ୍‌ ଲିମିଟେଡ୍‌ ମଧ୍ୟରେ ଦୀର୍ଘକାଳୀନ LNG ଯୋଗାଣ ପାଇଁ ଏକ ଚୁକ୍ତିନାମା
  3. ADNOC ଏବଂ ଇଣ୍ଡିଆ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭ ଲିମିଟେଡ୍ (ISPRL) ମଧ୍ୟରେ ବୁଝାମଣାପତ୍ର (MoU)
  4. ଉର୍ଜା ଭାରତ ଏବଂ ADNOC ମଧ୍ୟରେ ଆବୁଧାବୀ ଅନ୍‌ଶୋର୍ ବ୍ଲକ୍ ୧ ପାଇଁ ଉତ୍ପାଦନ ରିହାତି ଚୁକ୍ତିନାମା
  5. ଭାରତରେ ଫୁଡ୍‌ ପାର୍କ୍ ବିକାଶ କ୍ଷେତ୍ରରେ ଗୁଜରାଟ୍ ସରକାର୍ ଏବଂ ଆବୁଧାବୀ ଡେଭଲପମେଣ୍ଟାଲ୍ ହୋଲ୍ଡିଂ କମ୍ପାନୀ PJSC (ADQ) ମଧ୍ୟରେ ବୁଝାମଣାପତ୍ର (MoU)

 

*****

MT


(ରିଲିଜ ଆଡି: 2169421) ପରିଦର୍ଶକ କାଉଣ୍ଟର : 36