ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସଫା ରାସ୍ତା ଠାରୁ ଦ୍ରୁତ ମେଟ୍ରୋ ପର୍ଯ୍ୟନ୍ତ - ସହର ବିକାଶ ଉପରେ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
15 SEP 2025 1:50PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଲେଖା ଶେୟାର କରିଛନ୍ତି। ଯେଉଁଥିରେ ବର୍ଣ୍ଣନା କରାଯାଇଛି ଯେ, କିପରି ସରକାରଙ୍କ ନିରନ୍ତର ପ୍ରୟାସ ସଫା ରାସ୍ତା, ଭଲ ଘର, ଦ୍ରୁତ ମେଟ୍ରୋ ଏବଂ ସବୁଜ ସହର ପାଇଁ ପଥ ପ୍ରଶସ୍ତ କରୁଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଭାରତୀୟ ସହରଗୁଡିକ ଅଭିବୃଦ୍ଧିର ଇଞ୍ଜିନରେ ପରିଣତ ହେଉଛି!
କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ସରକାରଙ୍କ ନିରନ୍ତର ପ୍ରୟାସ କିପରି ସଫା ରାସ୍ତା, ଭଲ ଗୃହ ନିର୍ମାଣ, ଦ୍ରୁତ ମେଟ୍ରୋ ଏବଂ ସବୁଜ ସହର ପାଇଁ ପଥ ପ୍ରଶସ୍ତ କରୁଛି ତାହା ବର୍ଣ୍ଣନା କରିଛନ୍ତି ।
ଏକ ନୂତନ ସହରୀ ଭାରତ କିପରି ଆକାର ନେଉଛି ତାହା ଜାଣିବା ପାଇଁ ପଢ଼ନ୍ତୁ!
https://www.hindustantimes.com/opinion/theres-a-new-urban-india-in-the-making-101757865213171.html
ନମୋ ଆପ ମାଧ୍ୟମରେ ।”
SR
(ରିଲିଜ ଆଡି: 2166960)
ପରିଦର୍ଶକ କାଉଣ୍ଟର : 19
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Bengali-TR
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam