ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଏନ୍ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଥିରୁ ସିପି ରାଧାକ୍ରିଷ୍ଣନ
ପୋଷ୍ଟ କରାଯିବା ଦିନାଙ୍କ:
18 AUG 2025 3:14PM by PIB Bhubaneshwar
ଏନ୍ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଥିରୁ ସିପି ରାଧାକ୍ରିଷ୍ଣନ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;
“ଥିରୁ ସିପି ରାଧାକ୍ରିଷ୍ଣନଙ୍କୁ ଭେଟିଲି । ଏନ୍ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ତାଙ୍କୁ ମୋର ଶୁଭେଚ୍ଛା ଜଣାଇଲି । ତାଙ୍କର ଦୀର୍ଘ ବର୍ଷର ଜନସେବା ଏବଂ ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ଆମ ଦେଶକୁ ସମୃଦ୍ଧ କରିବ । ସେ ସର୍ବଦା ପ୍ରଦର୍ଶନ କରିଥିବା ସମାନ ସମର୍ପଣ ଏବଂ ଦୃଢ଼ ସଂକଳ୍ପ ସହିତ ଦେଶ ଦେବା ଜାରି ରଖନ୍ତୁ ।
@CPRGuv”
SR
(ରିଲିଜ ଆଡି: 2157763)
ପରିଦର୍ଶକ କାଉଣ୍ଟର : 22
ଏହି ରିଲିଜ ପଢନ୍ତୁ :
Telugu
,
Manipuri
,
English
,
Gujarati
,
Urdu
,
हिन्दी
,
Marathi
,
Assamese
,
Bengali
,
Bengali-TR
,
Punjabi
,
Tamil
,
Kannada
,
Malayalam