ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୧୧ ବର୍ଷରେ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ହୋଇଥିବା ୧୧ଟି ପରିବର୍ତ୍ତନକାରୀ ସଂସ୍କାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 04 JUN 2025 1:33PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗତ ୧୧ ବର୍ଷ ମଧ୍ୟରେ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ହୋଇଥିବା ୧୧ଟି ପରିବର୍ତ୍ତନକାରୀ ସଂସ୍କାର ଉପରେ ଏକ ଆଲେଖ୍ୟ ଶେୟାର କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ଦ୍ୱାରା ଲିଖିତ ଏହି ଆଲେଖ୍ୟ ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;

“କେନ୍ଦ୍ରମନ୍ତ୍ରୀ ୧୧ଟି ପରିବର୍ତ୍ତନକାରୀ ସଂସ୍କାର ଉପରେ ଆଲୋକପାତ କରିଛନ୍ତି – ଏହାକୁ ନିଶ୍ଚୟ ପଢ଼ନ୍ତୁ!”

 

SR


(रिलीज़ आईडी: 2133790) आगंतुक पटल : 29
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Nepali , Bengali , Bengali-TR , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam