ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର କୋଇଲା କ୍ଷେତ୍ରର ଅପାଗତାରୁ ଦକ୍ଷତା ପର୍ଯ୍ୟନ୍ତ ଯାତ୍ରା ଉପରେ ଏକ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 26 MAY 2025 2:55PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି କିଶନ ରେଡ୍ଡୀଙ୍କ ଦ୍ୱାରା ଏକ ଲେଖା ଶେୟାର କରିଛନ୍ତି, ଯାହା କୋଇଲା କ୍ଷେତ୍ରର ଅପାରଗତାରୁ ଦକ୍ଷତା ପର୍ଯ୍ୟନ୍ତ ଯାତ୍ରାକୁ ଦର୍ଶାଉଛି ।

ଏ୍ରୀ ଜି କିଶନ ରେଡ୍ଡୀଙ୍କ ଦ୍ୱାରା କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି:

“କେନ୍ଦ୍ର ମନ୍ତ୍ରୀ ଶ୍ରୀ କ୍ରିଷ୍ଣା ରେଡ୍ଡୀ କୋଇଲା କ୍ଷେତ୍ରର ଅପାରଗତାରୁ ଦକ୍ଷତା ପର୍ଯ୍ୟନ୍ତ ଯାତ୍ରାକୁ ଚିହ୍ନଟ କରିଛନ୍ତି । ସରକାରଙ୍କ ଦଶନ୍ଧିର ପରିବର୍ତ୍ତନଶୀଳ ଶାସନ ଅଧୀନରେ ଭାରତର ଅଭୂତପୂର୍ବ ଅଭିବୃଦ୍ଧି ଉପରେ ଏକ ଉଚ୍ଚକୋଟୀର ଲେଖା ।”

 

SR


(रिलीज़ आईडी: 2131557) आगंतुक पटल : 25
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Nepali , Marathi , Bengali , Bengali-TR , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam