ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜିଇଏମ୍ ପ୍ଲାଟଫର୍ମ ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

Posted On: 19 MAY 2025 2:01PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କ ଦ୍ୱାରା ଜିଇଏମ୍ ପ୍ଲାଟ୍ଫର୍ମ ଉପରେ ଲେଖାଯାଇଥିବା ଏକ ଆଲେଖ୍ୟ ଶେୟାର କରିଛନ୍ତି

ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି, “ସ୍ୱଚ୍ଛ ଶାସନ ପାଇଁ ସରକାରଙ୍କ ପ୍ରୟାସକୁ ଡିଜିଟାଲ ସହାୟତା ମିଳିଛି ଜିଇଏମ୍ ଇଣ୍ଡିଆ ସୀମାନ୍ତ ବର୍ଗର ଲୋକମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛି, ଲାଲ ଫିତା କାଟିବା ବ୍ୟବସ୍ଥାର ଅନ୍ତ କରିବା ସହ ବ୍ୟାପକ ସଞ୍ଚୟ ସୁନିଶ୍ଚିତ କରୁଛି

କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କ ପୋଷ୍ଟର ଉତ୍ତରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୋଷ୍ଟ କରାଯାଇଛି;

ସ୍ୱଚ୍ଛ ଶାସନ ପାଇଁ ସରକାରଙ୍କ ଉଦ୍ୟମକୁ ଡିଜିଟାଲ୍ ପ୍ରୋତ୍ସାହନ ମିଳିଛି

ଜିଇଏମ୍ ଇଣ୍ଡିଆ ସୀମାନ୍ତ ବର୍ଗର ଲୋକଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛି ଏବଂ ଲାଲ ଫିତା କାଟିବା ବ୍ୟବସ୍ଥାର ଅନ୍ତ କରିବା ସହ ବ୍ୟାପକ ସଞ୍ଚୟ ସୁନିଶ୍ଚିତ କରୁଛି

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କ ଦ୍ୱାରା ଜିଇଏମ୍ ପ୍ଲାଟଫର୍ମ ଉପରେ ଏକ ବିସ୍ତୃତ ଆଲୋଚନା ଏବଂ ଏକ ଜ୍ଞାନବର୍ଦ୍ଧକ ଲେଖା।

 

SR


(Release ID: 2129675)