ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଫଳାଫଳ ତାଲିକା: ଆଙ୍ଗୋଲା ରାଷ୍ଟ୍ରପତିଙ୍କ ଭାରତ ଗସ୍ତ
प्रविष्टि तिथि:
03 MAY 2025 5:30PM by PIB Bhubaneshwar
1. ବୁଝାମଣାପତ୍ର / ଚୁକ୍ତିନାମା:
i. ଆୟୁର୍ବେଦ ଏବଂ ଅନ୍ୟାନ୍ୟ ପାରମ୍ପରିକ ଔଷଧ ପ୍ରଣାଳୀ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ସରକାର ଏବଂ ଆଙ୍ଗୋଲା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର
ii. କୃଷି କ୍ଷେତ୍ରରେ ସହଯୋଗ ପାଇଁ ଭାରତ ସରକାର ଏବଂ ଆଙ୍ଗୋଲା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର
iii. 2025-29 ଅବଧି ପାଇଁ ସଂସ୍କୃତି କ୍ଷେତ୍ରରେ ଭାରତ ସରକାର ଏବଂ ଆଙ୍ଗୋଲା ସରକାରଙ୍କ ମଧ୍ୟରେ ସହଯୋଗ କାର୍ଯ୍ୟକ୍ରମ
2. ଆଙ୍ଗୋଲା ଅନ୍ତର୍ଜାତୀୟ ସୋଲାର ଆଲାଏନ୍ସ (ଆଇଏସଏ) ଫ୍ରେମୱାର୍କ ଚୁକ୍ତିନାମାରେ ସ୍ୱାକ୍ଷର କରିଛି ଏବଂ ଆଇଏସଏ ର 123ତମ ସଦସ୍ୟ ହୋଇଛି।
3. ପ୍ରତିରକ୍ଷା କ୍ରୟ ପାଇଁ 200 ନିୟୁତ ଆମେରିକୀୟ ଡଲାରର ଏଲଓସି ପାଇଁ ଆଙ୍ଗୋଲାର ଅନୁରୋଧକୁ ଭାରତ ସରକାର ମଞ୍ଜୁର କରିଛନ୍ତି।
*******
BS
(रिलीज़ आईडी: 2126667)
आगंतुक पटल : 21
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam