ପୋଷ୍ଟ କରାଯିବା ଦିନାଙ୍କ:
22 APR 2025 2:54PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆରବନ୍ୟୁଜ୍ ସହିତ ଏକ ସାକ୍ଷାତକାରରେ ଭାରତ ଏବଂ ସାଉଦି ଆରବ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି । ଶ୍ରୀ ମୋଦୀ ସାଉଦି ଆରବକୁ ଏକ ବିଶ୍ୱସ୍ତ ବନ୍ଧୁ ଏବଂ ରଣନୈତିକ ସହଯୋଗୀ ଭାବରେ ବର୍ଣ୍ଣନା କରିବା ସହ ୨୦୧୯ରେ ରଣନୈତିକ ସହଭାଗିତା ପରିଷଦ ଗଠନ ହେବା ପରଠାରୁ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ଉଲ୍ଲେଖନୀୟ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି:
“ଆରବନ୍ୟୁଜ୍ ସହିତ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଏବଂ ସାଉଦି ଆରବ ମଧ୍ୟରେ ବଢ଼ୁଥିବା ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି । ସେ ସାଉଦି ଆରବକୁ “ଏକ ବିଶ୍ୱସ୍ତ ବନ୍ଧୁ ଏବଂ ରଣନୈତିକ ସହଯୋଗୀ” ଭାବରେ ବର୍ଣ୍ଣନା କରିବା ସହ ୨୦୧୯ରେ ରଣନୈତିକ ସହଭାଗିତା ପରିଷଦ ଗଠନ ହେବା ପରଠାରୁ ଦ୍ୱିପାକ୍ଷିକ ସମ୍ପର୍କରେ ଉଲ୍ଲେଖନୀୟ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି ।”
ସାକ୍ଷାତକାର ଏଠାରେ ପଢ଼ନ୍ତୁ: https://arabnews.com/node/2597904/saudi-arabia
SR