ପୋଷ୍ଟ କରାଯିବା ଦିନାଙ୍କ:
04 APR 2025 8:28AM by PIB Bhubaneswar
ମା’ ଜଗଦମ୍ବାଙ୍କ କୃପା ଭକ୍ତଙ୍କ ଜୀବନରେ ଖୁସିର ଏକ ନୂତନ ସୂର୍ଯ୍ୟୋଦୟ ଆଣିଦିଏ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ନବରାତ୍ରି ଅବସରରେ ସେ ଲତା ମଙ୍ଗେସକରଙ୍କ ଏକ ପ୍ରାର୍ଥନା ମଧ୍ୟ ଶେୟାର କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ମା’ ଜଗଦମ୍ବାଙ୍କ କୃପା ତାଙ୍କ ଭକ୍ତଙ୍କ ଜୀବନରେ ଖୁସିର ନୂଆ ସକାଳ ଆଣିଥାଏ । ନବରାତ୍ରିରେ ଦେବୀ ମା’ଙ୍କ ପାଇଁ ଲତା ଦିଦିଙ୍କର ଏହି ପ୍ରାର୍ଥନା ସମସ୍ତଙ୍କ ଜୀବନରେ ନୂଆ ଶକ୍ତିର ସଞ୍ଚାର କରିବ...”
SR