ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପରୀକ୍ଷା ସମୟରେ ସକରାତ୍ମକତା ଏକଜାମ୍ ୱାରିୟର୍ସଙ୍କ ସବୁଠୁ ବଡ଼ ସହଯୋଗୀଙ୍କ ମଧ୍ୟରୁ ଅନ୍ୟତମ:ପ୍ରଧାନମନ୍ତ୍ରୀ

Posted On: 15 FEB 2025 5:58PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପ୍ରସ୍ତୁତି ସମୟରେ ସକରାତ୍ମକତାକୁ ବିଦ୍ୟାର୍ଥୀମାନଙ୍କ ମହତ୍ୱପୂର୍ଣ୍ଣ ସହଯୋଗୀ ଭାବେ ଦର୍ଶାଇ ସମସ୍ତଙ୍କୁ ଆସନ୍ତାକାଲି ଠାରୁପରୀକ୍ଷା ପେ ଚର୍ଚ୍ଚା ଦେଖିବାକୁ ଆଗ୍ରହ ପ୍ରକାଶ କରିଛନ୍ତି

ମାଇଁ ଗଭ୍ ଦ୍ୱାରା ଏକ୍ସ ରେ ହୋଇଥିବା ଏକ ପୋଷ୍ଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

#ExamWarriors ଏକଜାମ୍ ାରିୟର୍ସଙ୍କ ପାଇଁ ପରୀକ୍ଷା ସମୟରେ ସକରାତ୍ମକତା ସବୁଠୁ ବଡ଼ ସହଯୋଗୀ ମଧ୍ୟରୁ ଅନ୍ୟତମ କାଲିଠାରୁପରୀକ୍ଷା ପେ ର୍ଚ୍ଚା ଏପିସୋଡରେ ସମ୍ପର୍କରେ ଆଲୋଚନା କରାଯିବ ଆମର ସାଥୀ @VikrantMassey ଏବଂ @bhumipednekar ନିଜର ଦୃଷ୍ଟିକୋଣ ଉପସ୍ଥାପନ କରିବେ

SR


(Release ID: 2103709) Visitor Counter : 20