ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିଟିଂ ରିଟ୍ରିଟ୍ ସମାରୋହର କିଛି ବିଶେଷ ମୁହୂର୍ତ୍ତ, ଯେଉଁଥିରେ ସଶସ୍ତ୍ର ବାହିନୀ ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କୁ ଏକ ନିଆରା ଢ଼ଙ୍ଗରେ ସମ୍ମାନିତ କରିଛନ୍ତି : ପ୍ରଧାନମନ୍ତ୍ରୀ
प्रविष्टि तिथि:
30 JAN 2025 7:09PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଟିଂ ରିଟ୍ରିଟ୍ ସମାରୋହର କିଛି ବିଶେଷ ମୁହୂର୍ତ୍ତ ର ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସଶସ୍ତ୍ର ବାହିନୀ ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କୁ ଏକ ନିଆରା ଢ଼ଙ୍ଗରେ ସମ୍ମାନିତ କରିଛନ୍ତି ।
ଏକ୍ସରେ ନିଜ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ସମାରୋହର ମହତ୍ତ୍ୱ ଉପରେ ଆଲୋକପାତ କରି କହିଛନ୍ତି :
“ବିଟିଂ ରିଟ୍ରିଟ ସମାରୋହର କିଛି ବିଶେଷ ମୁହୂର୍ତ୍ତ, ଯେଉଁଥିରେ ସଶସ୍ତ୍ର ବାହିନୀ ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକ ନିଆରା ଢ଼ଙ୍ଗରେ ସମ୍ମାନିତ କରିଥିଲେ ।”
SR
(रिलीज़ आईडी: 2097786)
आगंतुक पटल : 33
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam