ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉଦ୍ୟୋଗୀ ନିଖିଲ କାମାଥଙ୍କ ଦ୍ୱାରା ଆୟୋଜିତ ପଡ୍କାଷ୍ଟରେ ଭାଗ ନେଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
10 JAN 2025 7:57AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍ୟୋଗପତି ନିଖିଳ କାମାଥଙ୍କ ଦ୍ୱାରା ଆୟୋଜିତ ଆଗାମୀ ପଡ୍କାଷ୍ଟରେ ନିଜର ରାଜନୈତିକ ଯାତ୍ରା ଏବଂ ବ୍ୟକ୍ତିଗତ ଦୃଷ୍ଟିକୋଣ ବିଷୟରେ ସୂଚନା ବାଣ୍ଟିଛନ୍ତି ।
ଏକ୍ସ ପ୍ଲାଟଫର୍ମରେ ନିଖିଲ କାମାଥଙ୍କ ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି :
“ମୁଁ ଆଶା କରୁଛି ଆପଣ ସମସ୍ତେ ଏହାକୁ ସେତିକି ଉପଭୋଗ କରିବେ ଯେତିକି ଆମେ ଆପଣଙ୍କ ପାଇଁ ଏହାକୁ ପ୍ରସ୍ତୁତ କରିବାକୁ ଉପଭୋଗ କରିଛୁ ।”
SR
(ରିଲିଜ ଆଡି: 2091759)
ପରିଦର୍ଶକ କାଉଣ୍ଟର : 50
ଏହି ରିଲିଜ ପଢନ୍ତୁ :
Khasi
,
English
,
Urdu
,
Marathi
,
हिन्दी
,
Bengali-TR
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam