ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସ୍ୱଚ୍ଛ ଭାରତ ଅଭିଯାନ ୧୪୦ କୋଟି ଭାରତୀୟଙ୍କ ଶକ୍ତି ଦ୍ୱାରା ସଞ୍ଚାଳିତ ଏକ ଅସାଧାରଣ ଆନ୍ଦୋଳନ: ପ୍ରଧାନମନ୍ତ୍ରୀ

प्रविष्टि तिथि: 02 OCT 2024 5:48PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ଅଭିଯାନର ୧୦ ବର୍ଷ ପୂର୍ତ୍ତିକୁ ପ୍ରଶଂସା କରିଛନ୍ତି ସେ କହିଛନ୍ତି,ଏହା ୧୪୦ କୋଟି ଭାରତୀୟଙ୍କ ଶକ୍ତି ଦ୍ୱାରା ସଞ୍ଚାଳିତ ଏକ ଅସାଧାରଣ ଆନ୍ଦୋଳନ

ମାଇଁ ଗଭ ଇଣ୍ଡିଆ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

ଏକ ଅସାଧାରଣ ଆନ୍ଦୋଳନ, ୧୪୦ କୋଟି ଭାରତୀୟଙ୍କ ଶକ୍ତି ଦ୍ୱାରା ସଞ୍ଚାଳିତ! #10YearsOfSwachhBharat

SR


(रिलीज़ आईडी: 2061285) आगंतुक पटल : 50
इस विज्ञप्ति को इन भाषाओं में पढ़ें: Assamese , Telugu , Bengali , English , Urdu , हिन्दी , Marathi , Manipuri , Punjabi , Gujarati , Tamil , Kannada , Malayalam