ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
‘ମେକ୍ ଇନ୍ ଇଣ୍ଡିଆ’ ଉପରେ ନିଜର ଚିନ୍ତାଧାରା ବ୍ୟକ୍ତ କରିବା ସହ ଏହି ଯୋଜନାକୁ ସଶକ୍ତ କରିଥିବା ଅଭିନବ ତଥା ସମ୍ବଳ ସୃଷ୍ଟିକାରୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
25 SEP 2024 7:18PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମେକ୍ ଇନ୍ ଇଣ୍ଡିଆ’ ଉପରେ ନିଜର ଚିନ୍ତାଧାରା ବ୍ୟକ୍ତ କରିଛନ୍ତି ଏବଂ ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ଯେଉଁମାନେ ସଶକ୍ତ କରିଛନ୍ତି ସେହି ନବସୃଜନକାରୀ ତଥା ସମ୍ବଳ ସୃଷ୍ଟିକାରୀମାନଙ୍କୁ ପ୍ରଶଂସା କରିଛନ୍ତି।
ଶ୍ରୀ ମୋଦୀ କହିଛନ୍ତି ଯେ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଛି ଏବଂ ଆମର ଯୁବଶକ୍ତିଙ୍କୁ ବଡ ସ୍ୱପ୍ନ ଦେଖିବା ପାଇଁ ଉତ୍ସାହିତ କରିଛି ।
ମେକ୍ ଇନ୍ ଇଣ୍ଡିଆ ଉପରେ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରା ଲିଙ୍କଡ୍ଇନରେ ପଢ଼ା ଯାଇପାରିବ ।
ପ୍ରଧାନମନ୍ତ୍ରୀ ଏକ ଏକ୍ସ ପୋଷ୍ଟରେ କହିଛନ୍ତି;
“ପ୍ରତ୍ୟେକ ଅଭିନବ ସୃଜନକାରୀ ଏବଂ ସମ୍ବଳ ସୃଷ୍ଟିକାରୀଙ୍କୁ ନମସ୍କାର, ଯିଏ @ମେକ୍ଇନ୍ ଇଣ୍ଡିଆ ଚିନ୍ତାଧାରାକୁ ଅଧିକ ସଶକ୍ତ କରିଛନ୍ତି । ଏହି ପଦକ୍ଷେପ ଅଭିବୃଦ୍ଧିକୁ ଅଧିକ ତ୍ୱରାନ୍ୱିତ କରିଛି ଏବଂ ଆମର ଯୁବଶକ୍ତିଙ୍କୁ ବଡ ସ୍ୱପ୍ନ ଦେଖିବା ପାଇଁ ଉତ୍ସାହିତ କରିଛି ! @ଲିଙ୍କଡ୍ଇନରେ କିଛି ଚିନ୍ତାଧାରା ଲେଖିଛି । https://www.linkedin.com/pulse/10-years-make-india-narendra-modi-sb2if? #10YearsOfMakeInIndia”
SR
(ରିଲିଜ ଆଡି: 2058840)
ପରିଦର୍ଶକ କାଉଣ୍ଟର : 80
ଏହି ରିଲିଜ ପଢନ୍ତୁ :
Tamil
,
Telugu
,
Manipuri
,
English
,
Urdu
,
Marathi
,
हिन्दी
,
Bengali
,
Assamese
,
Punjabi
,
Gujarati
,
Kannada
,
Malayalam