ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୁରୁଷ ଶଟ୍ପୁଟ୍ରେ ରୌପ୍ୟ ପଦକ ଜିତିଥିବାରୁ ସଚିନ ଖିଲାରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
04 SEP 2024 3:30PM by PIB Bhubaneswar
ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ ଶଟ୍ପୁଟ୍ ଏଫ୍୪୬ ଇଭେଣ୍ଟ୍ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଚିନ ଖିଲାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ପାରାଲିମ୍ପିକ୍ସ ୨୦୨୪ରେ ତାଙ୍କର ଅବିଶ୍ୱସନୀୟ ସଫଳତା ପାଇଁ ସଚିନ ଖିଲାରୀଙ୍କୁ ଅଭିନନ୍ଦନ! ଶକ୍ତି ଏବଂ ନିଷ୍ଠାର ଏକ ଉଲ୍ଲେଖନୀୟ ପ୍ରଦର୍ଶନରେ ସେ ପୁରୁଷ ଶଟପୁଟ ଏଫ୍୪୬ ଇଭେଣ୍ଟ୍ରେ ଏକ ରୌପ୍ୟ ପଦକ ଜିତିଛନ୍ତି । ଭାରତ ତାଙ୍କ ପାଇଁ ଗର୍ବିତ ।#Cheer4Bharat ”
SR
(ରିଲିଜ ଆଡି: 2051974)
ପରିଦର୍ଶକ କାଉଣ୍ଟର : 73
ଏହି ରିଲିଜ ପଢନ୍ତୁ :
Telugu
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam