ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଲକ୍ଷପତି ଦିଦି କାର୍ଯ୍ୟକ୍ରମ ମହିଳାମାନଙ୍କର ଶିକ୍ଷାଗତ, ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ସଶକ୍ତିକରଣ ସୁନିଶ୍ଚିତ କରିଛି: ପ୍ରଧାନମନ୍ତ୍ରୀ

Posted On: 29 AUG 2024 3:13PM by PIB Bhubaneshwar

 

ଲକ୍ଷପତି ଦିଦିମାନେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଯୋଗଦାନ ନିଶ୍ଚିତ କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି ।  ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ୧୦ ବର୍ଷ ଧରି ମହିଳାମାନଙ୍କର କଲ୍ୟାଣ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରାଯାଉଛି ଯାହା ଦ୍ୱାରା ଦେଶର ମହିଳାମାନେ ଆଗକୁ ବଢ଼ିପାରିବେ, ସମୃଦ୍ଧ ହୋଇପାରିବେ ଏବଂ ଅଭିବୃଦ୍ଧିର ନୂତନ ଦିଗ ନିର୍ଦ୍ଧାରଣ କରିପାରିବେ ।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନଙ୍କର ଏକ ଏକ୍ସ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଲେଖାଯାଇଛି ଯେ;

“କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ଚୌହାନ ଲେଖିଛନ୍ତି ଯେ ଲକ୍ଷପତି ଦିଦିମାନେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଯୋଗଦାନ ନିଶ୍ଚିତ କରୁଛନ୍ତି । ଗତ ୧୦ ବର୍ଷ ଧରି ମହିଳାମାନଙ୍କର କଲ୍ୟାଣ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରାଯାଉଛି ଯାହା ଦ୍ୱାରା ଦେଶର ମହିଳାମାନେ ଆଗକୁ ବଢ଼ି ପାରିବେ, ସମୃଦ୍ଧ ହୋଇପାରିବେ ତଥା ଅଭିବୃଦ୍ଧିର ନୂତନ ଦିଗ ନିର୍ଦ୍ଧାରଣ କରିପାରିବେ । ମହିଳାମାନଙ୍କର ଶିକ୍ଷାଗତ, ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ସଶକ୍ତିକରଣ ସୁନିଶ୍ଚିତ କରାଯାଇଛି ।”

 

SR      



(Release ID: 2049854) Visitor Counter : 17