ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମଣ୍ଟେ କ୍ୟାସିନୋ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
Posted On:
21 AUG 2024 11:55PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୱାର୍ସର କ୍ୟାସିନୋ ମଣ୍ଟେ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏହି ସ୍ମାରକୀ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଇଟାଲୀର ପ୍ରସିଦ୍ଧ ମଣ୍ଟେ କ୍ୟାସିନୋ ଯୁଦ୍ଧରେ ଲଢ଼ିଥିବା ପୋଲାଣ୍ଡ, ଭାରତ ଏବଂ ଅନ୍ୟାନ୍ୟ ଦେଶର ସୈନିକମାନଙ୍କର ବଳିଦାନ ଓ ବୀରତ୍ୱକୁ ସ୍ମରଣ କରାଇଥାଏ । ପ୍ରଧାନମନ୍ତ୍ରୀଙ୍କ ସ୍ମାରକୀ ପରିଦର୍ଶନ ଭାରତ ଏବଂ ପୋଲାଣ୍ଡ ମଧ୍ୟରେ ଅଂଶୀଦାରିତ ଇତିହାସ ଓ ଦୃଢ଼ ସମ୍ପର୍କକୁ ସୂଚିତ କରୁଛି ଯାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ।
SR
(Release ID: 2047514)
Read this release in:
English
,
Urdu
,
Hindi
,
Hindi_MP
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam