ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ ୨୦୨୪ ପାଇଁ ଆବେଦନ ଶେଷ ତାରିଖକୁ ୧୫ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ବଢ଼ାଇଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

प्रविष्टि तिथि: 10 JUL 2024 10:52AM by PIB Bhubaneshwar

ଆନ୍ତର୍ଜାତିକ ଯୋଗ ଦିବସ ୨୦୨୪ର ପ୍ରଚାର ପ୍ରସାରରେ ଗଣମାଧ୍ୟମର ସକାରାତ୍ମକ ଭୂମିକା ଓ ଦାୟିତ୍ୱକୁ ସ୍ୱୀକାର କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତୃତୀୟ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଗଣମାଧ୍ୟମ ସମ୍ମାନ (ଏୱାଇଡିଏମ୍ଏସ୍) ୨୦୨୪ ପାଇଁ ଆବେଦନ ଦାଖଲର ଶେଷ ତାରିଖକୁ ଜୁଲାଇ ୧୫, ୨୦୨୪ (ସୋମବାର) ପର୍ଯ୍ୟନ୍ତ ବୃଦ୍ଧି କରିଛି

ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ (ଏୱାଇଡିଏମ୍ଏସ୍) ତୃତୀୟ ସଂସ୍କରଣ - ୨୦୨୪ ପାଇଁ ସେମାନଙ୍କ ଆବେଦନ ଏବଂ ବିଷୟବସ୍ତୁ ଜୁଲାଇ ୧୫, ୨୦୨୪ ସୁଦ୍ଧା aydms2024.mib[at]gmail[dot]com କୁ ପଠାଇପାରିବେ ଏଥିରେ ଅଂଶଗ୍ରହଣ ପାଇଁ ବିସ୍ତୃତ ମାର୍ଗଦର୍ଶିକା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (https://mib.gov.in/) ଏବଂ ପତ୍ର ସୂଚକା କାର୍ଯ୍ୟାଳୟ (https://pib.gov.in)ର ୱେବସାଇଟ୍ ରେ ମିଳିପାରିବ ।

**********

BS


(रिलीज़ आईडी: 2031988) आगंतुक पटल : 93
इस विज्ञप्ति को इन भाषाओं में पढ़ें: Telugu , English , Urdu , Marathi , हिन्दी , Hindi_MP , Bengali , Manipuri , Assamese , Punjabi , Gujarati , Tamil , Kannada , Malayalam