ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୦୨୪ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ବିଜେତାଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 04 JUL 2024 2:40PM by PIB Bhubaneshwar

୨୦୨୪ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ବିଜେତା ଭାରତୀୟ ପୁରୁଷ କ୍ରିକେଟ ଟିମକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ ସ୍ୱାଗତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଚମ୍ପିଆନ୍ସ ମାନଙ୍କ ସହ ଚମତ୍କାର ସାକ୍ଷାତକାର!!

୭, ଏଲକେଏମରେ ବିଶ୍ୱକପ ବିଜେତା ଟିମକୁ ସ୍ୱାଗତ କଲି । ଟୁର୍ଣ୍ଣାମେଣ୍ଟ ସମୟରେ ସେମାନଙ୍କର ହୋଇଥିବା ଅଭିଜ୍ଞତା ବାବଦରେ ସ୍ମରଣୀୟ ଆଲେଚନା କଲି ।”

SR


(रिलीज़ आईडी: 2030885) आगंतुक पटल : 60
इस विज्ञप्ति को इन भाषाओं में पढ़ें: Bengali , Telugu , Kannada , Malayalam , English , Urdu , Marathi , हिन्दी , Hindi_MP , Manipuri , Assamese , Punjabi , Gujarati , Tamil