ପୋଷ୍ଟ କରାଯିବା ଦିନାଙ୍କ:
04 JUL 2024 2:40PM by PIB Bhubaneswar
୨୦୨୪ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ବିଜେତା ଭାରତୀୟ ପୁରୁଷ କ୍ରିକେଟ ଟିମକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ ସ୍ୱାଗତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
“ଚମ୍ପିଆନ୍ସ ମାନଙ୍କ ସହ ଚମତ୍କାର ସାକ୍ଷାତକାର!!
୭, ଏଲକେଏମରେ ବିଶ୍ୱକପ ବିଜେତା ଟିମକୁ ସ୍ୱାଗତ କଲି । ଟୁର୍ଣ୍ଣାମେଣ୍ଟ ସମୟରେ ସେମାନଙ୍କର ହୋଇଥିବା ଅଭିଜ୍ଞତା ବାବଦରେ ସ୍ମରଣୀୟ ଆଲେଚନା କଲି ।”
SR