ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାମ୍ମୁ ଏବଂ କାଶ୍ମୀରର ସୁଦକ୍ଷ ଯୁବପିଢ଼ି ଷ୍ଟାର୍ଟଅପ କ୍ଷେତ୍ରରେ ଅଗ୍ରଣୀ କାର୍ଯ୍ୟ କରୁଛନ୍ତି: ପ୍ରଧାନମନ୍ତ୍ରୀ

Posted On: 21 JUN 2024 2:07PM by PIB Bhubaneshwar

ଜାମ୍ମୁ ଏବଂ କାଶ୍ମୀରର ସୁଦକ୍ଷ ଯୁବ ପିଢ଼ି ଯେଉଁମାନେ ଷ୍ଟାର୍ଟଅପ କ୍ଷେତ୍ରରେ ଅଗ୍ରଣୀ କାର୍ଯ୍ୟ କରୁଛନ୍ତି ସେମାନଙ୍କ ସହ ଗତକାଲି ହୋଇଥିବା ଭାବବିନିମୟର କିଛି ଝଲକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀଏକ୍ସରେପୋଷ୍ଟକରିଛନ୍ତି:

“ଗତକାଲି ଶ୍ରୀନଗରରେ ଷ୍ଟାର୍ଟଅପ କ୍ଷେତ୍ରରେ ଅଗ୍ରଣୀ କାର୍ଯ୍ୟ କରିଥିବା ଜାମ୍ମୁ ଏବଂ କାଶ୍ମୀରର ସୁଦକ୍ଷ ଯୁବପିଢ଼ିଙ୍କ ସହ ଭାବ ବିନିମୟ କରିବାର ସୁଯୋଗ ମିଳିଥିଲା। ସେହି ଭାବ ବିନିମୟର କିଛି ଝଲକ ଏଠାରେ ଅଛି।’’

 

**********

SR



(Release ID: 2027628) Visitor Counter : 31