ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଚଳିତ ବର୍ଷର ଯୋଗ ଦିବସ କାର୍ଯ୍ୟକ୍ରମ ପାଇଁ ଶ୍ରୀନଗରର ଡାଲ ହ୍ରଦରେ ସୁନ୍ଦର ବ୍ୟବସ୍ଥା ହୋଇଥିଲା: ପ୍ରଧାନମନ୍ତ୍ରୀ

Posted On: 21 JUN 2024 2:09PM by PIB Bhubaneshwar

ଚଳିତ ବର୍ଷର ଯୋଗ ଦିବସ କାର୍ଯ୍ୟକ୍ରମର ଝଲକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘‘ଚଳିତ ବର୍ଷର ଯୋଗ ଦିବସ କାର୍ଯ୍ୟକ୍ରମ ପାଇଁ ଶ୍ରୀନଗରର ଡାଲ ହ୍ରଦରେ ସୁନ୍ଦର ବ୍ୟବସ୍ଥା ହୋଇଥିଲା, ଏହା ପ୍ରକୃତି ସହ ଉଚିତ ସନ୍ତୁଳନ ରକ୍ଷା କରିଥିଲା । ସେଠାରେ ଏକତ୍ର ହୋଇଥିବା ଅଗଣିତ ଲୋକଙ୍କ ଉତ୍ସାହରେ ବର୍ଷା ବାଧକ ହୋଇପାରିନଥିଲା । ଏଠାରେ ତା’ର କିଛି ଝଲକ ।”

Dal Lake in Srinagar provided a wonderful setting for this year's Yoga Day programme, reflecting perfect harmony with nature. The rains did not dampen the spirit of the countless people gathered there. Here are some glimpses. pic.twitter.com/sIaLuxkSpA

— Narendra Modi (@narendramodi) June 21, 2024

“ଶ୍ରୀନଗରରେ ଅନୁଷ୍ଠିତ ଯୋଗ ଦିବସ କାର୍ଯ୍ୟକ୍ରମର ଅଧିକ କିଛି ଦୃଶ୍ୟ ।’’

Some more glimpses from the Yoga Day programme in Srinagar. pic.twitter.com/losr6q4qSh

— Narendra Modi (@narendramodi) June 21, 2024

 

******

SR



(Release ID: 2027622) Visitor Counter : 28