ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତରପ୍ରଦେଶର ବାରଣାସୀସ୍ଥିତ ଦଶାଶ୍ୱମେଧ ଘାଟରେ ଗଙ୍ଗା ପୂଜନ କଲେ ପ୍ରଧାନମନ୍ତ୍ରୀ

Posted On: 18 JUN 2024 9:18PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ସ୍ଥିତ ଦଶାଶ୍ୱମେଧ ଘାଟରେ ଗଙ୍ଗା ପୂଜନ କରିଛନ୍ତି ।  ସେ ଗଙ୍ଗା ଆରତୀ ମଧ୍ୟ ଦେଖିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“କାଶୀ ଠାରେ ମା’ ଗଙ୍ଗାଙ୍କ କୂଳରେ ମୁଁ ଅଛି । ୧୪୦ କୋଟି ଭାରତୀୟଙ୍କ ଶାନ୍ତି, ସମୃଦ୍ଧି ଏବଂ ନିରାମୟ ଜୀବନ ନିମନ୍ତେ ପ୍ରାର୍ଥନା କରୁଛି” ।

“କାଶୀରେ ଗଙ୍ଗା ଆରତୀ ଦର୍ଶନ ଏକ ମନ୍ତ୍ରମୁଗ୍ଧ ଅନୁଭବ । ସର୍ବତ୍ର ପବିତ୍ର ଗଙ୍ଗାର ସୌନ୍ଦର୍ଯ୍ୟ, ଉଜ୍ୱଳତା ଏବଂ ଭକ୍ତି ଭାବନା ଏହାକୁ ସ୍ୱତନ୍ତ୍ର କରିଛି” ।

SR

   


(Release ID: 2026540) Visitor Counter : 41