ନିର୍ବାଚନ ଆୟୋଗ
azadi ka amrit mahotsav

ସପ୍ତମ ପର୍ଯ୍ୟାୟ - ରାତି ୧୧.୪୫ ସୁଦ୍ଧା ମତଦାନ ୬୧.୬୩%

ପୋଷ୍ଟ କରାଯିବା ଦିନାଙ୍କ: 02 JUN 2024 12:08AM by PIB Bhubaneswar

ସାଧାରଣ ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ରାତି ୧୧.୪୫ ସୁଦ୍ଧା ପ୍ରାୟ ୬୧.୮୩% ମତଦାନ ହୋଇଛି । ମତଦାନ ଦଳଗୁଡିକ ଫେରିଆସିବା ସହ କ୍ଷେତ୍ରୀୟ ସ୍ତରର ଅଧିକାରୀଙ୍କ ଦ୍ୱାରା ଏହି ଆକଳନରେ ପରିବର୍ତ୍ତନ କରାଯିବ ଏବଂ ଭିଟିଆର୍ ଆପ୍‌ରେ ଲୋକସଭା ନିର୍ବାଚନମଣ୍ଡଳୀ ଅନୁସାରେ (ନିର୍ଦ୍ଧାରିତ ବିଧାନସଭା ନିର୍ବାଚନମଣ୍ଡଳୀ କ୍ଷେତ୍ର ସହ) ଉପଲବ୍ଧ ହେବ, ଯେପରି ପୂର୍ବ ପର୍ଯ୍ୟାୟଗୁଡିକରେ ହୋଇଥିଲା ।

ରାତି ୧୧.୪୫ ରେ ବିଭିନ୍ନ ରାଜ୍ୟର ମତଦାନ ପ୍ରତିଶତ ନିମ୍ନରେ ଦିଆଗଲା :

Sl. No.

State / UT

No. PCs

Approximate Voter Turnout %

1

Bihar

8

51.92

2

Chandigarh

1

67.9

3

Himachal Pradesh

4

69.67

4

Jharkhand

3

70.66

5

Odisha

6

70.67

6

Punjab

13

58.33

7

Uttar Pradesh

13

55.59

8

West Bengal

9

73.36

Above 8 States/UTs

57

61.63

ଏଠାରେ ପ୍ରଦର୍ଶିତ ତଥ୍ୟ କ୍ଷେତ୍ରୀୟ ଅଧିକାରୀଙ୍କ ଦ୍ୱାରା ସିଷ୍ଟମରେ ଦିଆଯାଇଥିବା ସୂଚନା ଆଧାରରେ ଦିଆଯାଇଛି । ଯେହେତୁ କେତେକ ମତଦାନ କେନ୍ଦ୍ର (ପିଏସ୍‌)ରୁ ତଥ୍ୟ ହାସଲ କରିବାରେ ବିଳମ୍ବ ହୋଇଥାଏ ଏବଂ ଏହା ଡାକଘର ବାଲଟ୍ ଅନ୍ତର୍ଭୁକ୍ତ ହୋଇନଥିବାରୁ ଏହା ଏକ ଆନୁମାନିକ ଧାରା । ପ୍ରତ୍ୟେକ ମତଦାନ କେନ୍ଦ୍ରରେ ହୋଇଥିବା ମତଦାନର ଚୂଡାନ୍ତ ସୂଚନା ମତଦାନ ଶେଷ ହେବା ପରେ ସମସ୍ତ ମତଦାନ ଏଜେଣ୍ଟଙ୍କ ସହ ଫର୍ମ ୧୭ସିରେ ଦିଆଯାଇଥାଏ ।

SR


(ରିଲିଜ ଆଡି: 2022549) ପରିଦର୍ଶକ କାଉଣ୍ଟର : 150