ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ମେଘାଳୟ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 21 JAN 2024 9:25AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମେଘାଳୟ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 

ସେ କହିଛନ୍ତି, ଏହି ଉତ୍ତର-ପୂର୍ବ ରାଜ୍ୟ ଭବିଷ୍ୟତରେ ପ୍ରଗତିର ନୂଆ ଉଚ୍ଚତା ଛୁଇଁବ ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ମେଘାଳୟବାସୀଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସର ଶୁଭେଚ୍ଛା । ଆଜି ମେଘାଳୟର ଅନନ୍ୟ ସଂସ୍କୃତି ଏବଂ ସେଠାକାର ଲୋକଙ୍କ ଉପଲବ୍ଧିକୁ ପାଳନ କରିବାର ଦିନ । ମେଘାଳୟ ଭବିଷ୍ୟରେ ପ୍ରଗତିର ନୂଆ ଉଚ୍ଚତାକୁ ଛୁଉଁ ।’

         

 SR



(Release ID: 1998400) Visitor Counter : 68