ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ପରିଦର୍ଶନ କରିଥିବାରୁ ଖୁସି ଅନୁଭବ କରୁଛି : ପ୍ରଧାନମନ୍ତ୍ରୀ ମୋଦୀ

प्रविष्टि तिथि: 15 JAN 2024 6:44PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଗସ୍ତକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି -

" ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ , ଯାହା ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ଗୌରବ ପାଇଥିବା ସମସ୍ତଙ୍କ ଜୀବନ ଏବଂ କାର୍ଯ୍ୟର ଝଲକ ପ୍ରଦାନ କରୁଛି  ତାହାକୁ ପରିଦର୍ଶନ କରିଥିବାରୁ ମୁଁ ଖୁସି ଅନୁଭବ କରୁଛି । ମୁଁ ଅନ୍ୟ ମାନଙ୍କୁ, ବିଶେଷ କରି ଯୁବପିଢ଼ିଙ୍କୁ ମଧ୍ୟ ଅନୁରୋଧ କରିବି ଯେ ସେମାନେ ସଂଗ୍ରହାଳୟ ପରିଦର୍ଶନ କରନ୍ତୁ ।

***

SSP


(रिलीज़ आईडी: 1996520) आगंतुक पटल : 173
इस विज्ञप्ति को इन भाषाओं में पढ़ें: Kannada , English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Malayalam