ପୋଷ୍ଟ କରାଯିବା ଦିନାଙ୍କ:
08 JAN 2024 10:06AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିକାଶ ଗାଇଥିବା ଏବଂ ମହେଶ କୁକ୍ରେଜାଙ୍କ ଦ୍ୱାରା ପ୍ରସ୍ତୁତ ଭକ୍ତି ଭଜନ "ଅଯୋଧ୍ୟା ମେଁ ଜୟକାରା ଗୁଞ୍ଜେ" ସେୟାର କରିଛନ୍ତି।
ଏକ ଟ୍ବିଟର ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
‘‘ଅଯୋଧ୍ୟା ସହିତ ଆଜି ସାରା ଦେଶରେ ପ୍ରଭୁ ଶ୍ରୀରାମଙ୍କ ସ୍ବାଗତରେ ମଙ୍ଗଳମୟ ହେଉଛି। ଏହି ପୁଣ୍ୟ ଅବସରରେ ରାମ ଲଲାଙ୍କ ଭକ୍ତିରେ ପରିପୂର୍ଣ୍ଣ ବିକାଶ ଜି ଏବଂ ମହେଶ କୁକରେଜାଙ୍କ ରାମ ଭଜନକୁ ଆପଣ ସଭିଏଁ ନିଶ୍ଚିତ ଶୁଣନ୍ତୁ। #ShriRamBhajan ’’
BS