ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଲାକ୍ଷାଦ୍ୱୀପରେ ହିତାଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
Posted On:
04 JAN 2024 9:24PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଲାକ୍ଷାଦ୍ୱୀପରେ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ କଥା ହୋଇଛନ୍ତି ।
ସେ ଏକ୍ସରେ ପୋଷ୍ଟ କରିଛନ୍ତି:
‘ସମାଜର ସବୁ ବର୍ଗର ଲୋକଙ୍କ ନିକଟରେ ବିକାଶର ଲାଭ ପହଞ୍ଚିବାଠାରୁ ଅଧିକ ସନ୍ତୋଷଜନକ କ’ଣ ହୋଇପାରେ । ଗତକାଲି ଲାକ୍ଷାଦ୍ୱୀପରୁ ଏହି କଥାବାର୍ତ୍ତା ଉପରେ ନଜର ପକାନ୍ତୁ..’
SR
(Release ID: 1993421)
Visitor Counter : 98
Read this release in:
Kannada
,
English
,
Urdu
,
Marathi
,
Hindi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam