ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
03 JAN 2024 3:59PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଟୁଡେ ପତ୍ରିକାକୁ ଦେଇଥିବା ସାକ୍ଷାତକାରର ଲିଙ୍କ୍ ସେୟାର କରିଛନ୍ତି ।
ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ଆଗାମୀ ରାସ୍ତା, ‘ମୋଦୀ ଗ୍ୟାରେଣ୍ଟି’ ଅର୍ଥ କ’ଣ ଏବଂ ଅନ୍ୟ ବିଷୟ ସହ ବୈଶ୍ୱିକ ପ୍ରସଙ୍ଗ ଉପରେ ସେ ଆଲୋଚନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଏହା ଇଣ୍ଡିଆ ଟୁଡେ ସହ ମୋର ସାକ୍ଷାତକାର, ଯେଉଁଥିରେ ମୁଁ ଆମ ଶାସନ ଏଜେଣ୍ଡା, ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା କରିବା ଦିଗରେ ଆଗାମୀ ରାସ୍ା, ‘ମୋଦୀ ଗ୍ୟାରେଣ୍ଟି’ର ଅର୍ଥ, ବୈଶ୍ୱିକ ସମସ୍ୟା ଏବଂ ଅନ୍ୟ ପ୍ରସଙ୍ଗରେ ଆଲୋଚନା କରିଛି ।’
SR
(ରିଲିଜ ଆଡି: 1993066)
ପରିଦର୍ଶକ କାଉଣ୍ଟର : 108
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Nepali
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam