ପୋଷ୍ଟ କରାଯିବା ଦିନାଙ୍କ:
03 JAN 2024 11:18AM by PIB Bhubaneswar
କ୍ୟାପ୍ଟେନ ବିଜୟକାନ୍ତଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ବିଜୟକାନ୍ତ ଜୀଙ୍କ ଦେହାନ୍ତରେ ଅନେକେ ସେମାନଙ୍କ ପ୍ରିୟ ତାରକା ଏବଂ ଅନେକେ ସେମାନଙ୍କ ପ୍ରିୟ ନେତାଙ୍କୁ ହରାଇଛନ୍ତି । କିନ୍ତୁ ମୁଁ ଜଣେ ପ୍ରିୟ ବନ୍ଧୁଙ୍କୁ ହରାଇଛି । କ୍ୟାପଟେନ୍ କାହିଁକି ସ୍ୱତନ୍ତ୍ର ଥିଲେ ତାହା ଉପରେ କିଛି ଚିନ୍ତାଧାରା ଲେଖିଛି ।’
https://www.narendramodi.in/a-tribute-to-captain
SR