ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ତଞ୍ଜାବୁର ବାସ୍ତବରେ ବହୁତ ସୁନ୍ଦର: ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ହଲିଉଡ୍ ଅଭିନେତା ମାଇକେଲ ଡଗଲସ୍‌ଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟରେ ଉତ୍ତର ଦେଇଛନ୍ତି ।

प्रविष्टि तिथि: 08 DEC 2023 9:40PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତଞ୍ଜାବୁର ଗସ୍ତ ଉପରେ ହଲିଉଡ୍ ଅଭିନେତା ମାଇକେଲ ଡଗଲାସଙ୍କ ସୋସିଆଲ ମିଡିଆ ପୋଷ୍ଟରେ ପ୍ରତିକ୍ରିୟା ଦେଇଛନ୍ତି ।

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ତଞ୍ଜାବୁର ବାସ୍ତବରେ ସୁନ୍ଦର! ଭାରତରେ ଆହୁରି ଅନେକ କିଛି ଦେଖିବାକୁ ଅଛି ଯାହା କି ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ମନ୍ତ୍ରମୁଗ୍ଧ କରିଦେବ ।’

 

  SR


(रिलीज़ आईडी: 1985746) आगंतुक पटल : 104
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Malayalam