ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆମ ଉଦ୍ୟମ ଏବଂ ଉଦ୍ଭାବନ ଦ୍ୱାରା ଆମେ ‘ଅନିବାର୍ଯ୍ୟ ଭାରତ’କୁ ବାସ୍ତବରେ ପରିଣତ କରିବା: ପ୍ରଧାନମନ୍ତ୍ରୀ

Posted On: 05 DEC 2023 4:08PM by PIB Bhubaneshwar

ଉଦ୍ୟମ ଏବଂ ଉଦ୍ଭାବନ ଦ୍ୱାରା  ‘ଅନିବାର୍ଯ୍ୟ ଭାରତ’କୁ ବାସ୍ତବରେ ପରିଣତ କରିବାର ବିଶ୍ୱାସ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

 

ପ୍ରଧାନମନ୍ତ୍ରୀ ନାସ୍‌କମ୍‌ର ଅଧ୍ୟକ୍ଷ ଦେବଜାନୀ ଘୋଷଙ୍କ ଏକ ଆଲେଖ୍ୟକୁ ସେୟାର କରି ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଭାରତକୁ ଦୁନିଆରେ କେଉଁ ଦୃଷ୍ଟିକୋଣରୁ ଦେଖାଯାଉଛି ତାହା ଦେବଜାନୀ ଘୋଷଙ୍କ ଏହି ଆଲେଖ୍ୟରେ ସଂକ୍ଷେପରେ ଦର୍ଶାଯାଇଛି ।

 

ନିଜ ଉଦ୍ୟମ ଏବଂ ଉଦ୍ଭାବନ ଦ୍ୱାରା ଆମେ ‘ଅନିବାର୍ଯ୍ୟ ଭାରତ’କୁ ବାସ୍ତବରେ ପରିଣତ କରିଦେବୁ!’

 

  SR



(Release ID: 1983876) Visitor Counter : 35