ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜଷ୍ଟିସ୍ ଏମ୍‌. ଫାତିମା ବିବିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 24 NOV 2023 10:55AM by PIB Bhubaneshwar

ଜଷ୍ଟିସ୍ ଏମ୍‌. ଫାତିମା ବିବିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି:

 

ଜଷ୍ଟିସ୍ ଏମ୍‌. ଫାତିମା ବିବିଙ୍କ ଦେହାନ୍ତରେ ଦୁଃଖିତ । ଜଣେ ପ୍ରକୃତ ପଥପ୍ରଦର୍ଶକ ଭାବେ ତାଙ୍କ ଉଲ୍ଲେଖନୀୟ ଯାତ୍ରା ଅନେକ ବାଧାବିଘ୍ନକୁ ଦୂର କରିଛି ଏବଂ ମହିଳାଙ୍କୁ ବହୁତ ପ୍ରେରଣା ଦେଇଛି । ଆଇନ କ୍ଷେତ୍ରରେ ତାଙ୍କ ଅବଦାନ ମନେ ରହିବ । ତାଙ୍କ ପରିବାର ଏବଂ ବନ୍ଧୁଙ୍କ ପ୍ରତି ମୋର ସମବେଦନା । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

 

 SR



(Release ID: 1979383) Visitor Counter : 55